Browsing Tag

Floods 17 dead

ବନ୍ୟାରେ ୨୦ ଜିଲ୍ଲାର ୧୪ଲକ୍ଷ ଲୋକ ପ୍ରଭାବିତ, ୧୭ ଜଣଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ୨୦ଟି ଜିଲ୍ଲାରେ ବନ୍ୟାଜଳ ପଶିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ହଜାର କଚ୍ଚା ଘର ମାଟିରେ ମିଶି ଯାଇଥିବା ରିପୋର୍ଟରୁ ସୂଚନା ମିଳିଛି। ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ବନ୍ୟାରେ…