Browsing Tag

flag hosting by Amit Saha

ଭାଜପା କାର୍ଯ୍ୟାଳୟରେ ଖସି ପଡ଼ିଲା ତ୍ରିରଙ୍ଗା, ଅମିତ୍‌ ଶାହଙ୍କୁ କଂଗ୍ରେସର ତାଚ୍ଛଲ୍ୟ

ଓଡିଶା ଫାଷ୍ଟ(ବ୍ୟୁରୋ): ବୁଧବାର ୭୨ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସ୍ବାଧୀନତା ଦିବସ ଯୋଗୁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତେଳନ କରି ଦେଶବାସୀ ଖୁସି ବନାଉଥିବା ବେଳେ…