Browsing Tag

Firing

ଶିକାଗୋ ନାଇଟ୍କ୍ଲବରେ ଗୁଳିମାଡ଼; ୨ ମୃତ, ୪ ଗୁରୁତର

ଶିକାଗୋ : ଆମେରିକାରେ ବଢିଚାଲିଥିବା ଗୁଳିମାଡ଼କୁ ନେଇ ଦେଶବାସୀ ଚିନ୍ତିତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଗୁଳିମାଡ଼ ଘଟଣା ଘଟୁଛି । ରବିବାର ମଧ୍ୟ ଦକ୍ଷିଣ-ପୂର୍ବ ଶିକାଗୋ ନିକଟରେ ଇଣ୍ଡିଆନା ନାଇଟ୍ କ୍ଲବରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣଙ୍କୁ…

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

ଅବୁଜା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ ଏପରି ଭୟଙ୍କର ଘଟଣା ଘଟିଛି।…

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ଗୁଳି କରି ହତ୍ୟା କରାଯାଇଛି । ଦୁବୃତମାନେ ତାଙ୍କୁ ଅତିନିକଟରୁ ଗୁଳି କରିଥିଲେ । ଏପରିକି ତାଙ୍କ କାରରେ ନିଆଁ ଲଗାଇ ଦେଇଥିଲେ । ଗୁଳି ବିନିମୟରେ ମୁସେୱାଲାଙ୍କ ସମେତ ଅନ୍ୟ ତିନିଜଣଙ୍କୁ ମଧ୍ୟ ଗୁଳି ଲାଗିଛି । ସମସ୍ତ…

ପୁରୀ ଗୁଳିକାଣ୍ଡ ଓ ଛୁରାମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ହୋଇଛି। ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ରଙ୍କୁ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତା…