Browsing Tag

Fire Breaks Out At Niladri Complex In Puri

ପୁରୀରେ ଆଉଥରେ ଅଗ୍ନିକାଣ୍ଡ, ନିଳାଦ୍ରୀ ମାର୍କେଟ କମ୍ପ୍ରେକ୍ସରେ ଲାଗିଲା ନିଆଁ

ପୁରୀର ଆଉ ଏକ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ। ନିଳାଦ୍ରୀ ମାର୍କେଟ କମ୍ପ୍ରେକ୍ସରେ ନିଆଁ ଲାଗିଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି। ଓଡ଼ିଶା ହ୍ୟାଣ୍ଡଲୁମ୍‌ ସୋ ରୁମ୍‌ରେ ନିଆଁ ଲାଗିଥିବା ସୂଚନା। ତେବେ ଦୁଇଦିନ ତଳେ ବୁଧବାର ପୁରୀର…