Browsing Tag

Fire breaks out at Keshari Mall near Market Building in Bhubaneswar

ଭୁବନେଶ୍ୱର ମାର୍କେଟ ବିଲଡିଂ ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲଡିଂ ନିକଟସ୍ଥ ବିଏମସିର କେଶରୀ ମଲରେ ଆଜି ବିଳମ୍ବିତ ରାତ୍ରି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ଜଳି ନଷ୍ଟ ହୋଇଯାଇଛି । ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।…