Browsing Tag

Fire

ସ୍ପାଇସ୍ ଜେଟ୍ରେ ନିଆଁ; ବର୍ତ୍ତିଗଲେ ୧୮୫ ଯାତ୍ରୀ

ପାଟଣା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉଡ଼ାଣ ଭରିବା ବେଳେ ସ୍ପାଇସ୍ ଜେଟ୍ ବିମାନରେ ଲାଗିଗଲା ନିଆଁ । ନିଆଁ ଲାଗି ଯିବା ଦେଖି ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଙ୍ଗେସଙ୍ଗେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଇଥିଲା। ଅଳ୍ପକେ ବର୍ତ୍ତିଗଲେ ୧୮୫ଜଣ ଯାତ୍ରୀ । ଆଜି…

କୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ

ସୁବର୍ଣ୍ଣପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ଲାଷ୍ଟିକ ପାଇପରେ ନିଆଁ ଲାଗି କୋଟିକୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟା ରାସ୍ତା କଡର ଏକ ପଡ଼ିଆରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଭୟାବହ ନିଆଁ ଲାଗିଛି ।…

କେଶରୀ ମଲ୍ ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାକୁ ଉଦ୍ଯମ ଜାରି ରଖିଛନ୍ତି। ତେବେ ଇଲେକ୍ଟିକ୍ ରୁମ୍ ରେ ଥିବା ଷ୍ଟାଣ୍ଡ୍ ଫ୍ୟାନ୍ ରୁ ସଟସର୍କିଟ ହୋଇ ନିଆଁ…

ରାସ୍ତାରେ ଜଳିଲା ବସ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାର ବିଳମ୍ବିତ ରାତିରେ କାଞ୍ଜିପାଣି ଥାନା ଅନ୍ତର୍ଗତ ଘାଟିରେ ଏକ ଘରୋଇ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉକ୍ତ ବସଟି ରାଉରକେଲାରୁ କେନ୍ଦୁଝର ଅଭିମୁଖେ…

ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପାରାଦୀପ : ପାରାଦୀପ ନୂଆବଜ଼ାର ବସ୍ତିରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ନିଆଁ ଲିଭାଇବାରେ ସ୍ଥାନୀୟ ଲୋକେ ବିଫଳ ହେବାରୁ ପାରାଦୀପ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ନୂଆବଜ଼ାର ପୁରୁଣା…

ଅଗ୍ନିକାଣ୍ଡ : ଚାଲିଗଲା ୧୧ ଜଣ ଶ୍ରମିକ

ହାଇଦ୍ରାବାଦ : ବୁଧବାର ହାଇଦ୍ରାବାଦର ଭୋଇଗୁଡା ସ୍ଥିତ କବାଡି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡିଛି। ଏଥିରେ ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ସମସ୍ତ ଶ୍ରମିକ ବିହାରର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଗ୍ନିକାଣ୍ଡ ନେଇ ଖବର ପାଇ ଅଗ୍ନିଶମ…

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଆଜି ନିଆଁ ଲାଗି ଯାଇଥିଲା । ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା…

ମୁମ୍ବାଇ ଇଏସଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଣେ ଶିଶୁ ସମେତ ୬ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇ ଅନ୍ଧେରୀ ସ୍ଥିତ ଇଏସଆଇସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଦୁଇ ମାସର ଶିଶୁ ସମେତ ୬ଜଣ ମୃତ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟି ବା ସହ ୪.୩୦ ପର୍ଯ୍ୟନ୍ତ ଏହା ସବୁଆଡେ ବ୍ୟାପି ଯାଇଥିଲା ।…

ଭୁବନେଶ୍ୱର ରେ ବଡଧରଣର ଅଗ୍ନିକାଣ୍ଡ

https://youtu.be/avuc3cU5dNw ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ପ୍ରାୟ ୬:୨୦ ରେ ଭୁବନେଶ୍ୱର ଝାରପଡ଼ା ନିକଟରେ ରେ ଥିବା ଷ୍ଟୋରେଜ ହୋଉସ ରେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ଦ୍ୱାରା ସେଠାରେ ଥିବା ସିଟ ଫୋମେ, ରବର ଜିନିଷ, କପଡ଼ା, ଅଗରବତି, ରଙ୍ଗ, ମେସିନାରୀ ଜିନିଷ ଓ…

ଅଗ୍ନି ନିରାପତ୍ତା ସଚେତନତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ଅଗ୍ନି ନିରାପତ୍ତା ସଚେତନତା ଉପଲକ୍ଷେ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା। ଏହି ଦୌଡ଼ ବରମୁଣ୍ଡା ଫାଇଆର ଷ୍ଟେସନ ଠାରୁ ଆରମ୍ଭ ହୋଇ କଳ୍ପନା ଫାଇଆର ଷ୍ଟେସନ ପର୍ଯନ୍ତ ହୋଇଥିଲା। ମୁଖ୍ୟ ଅତିଥି ବି. କେ ଶର୍ମା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।…