Browsing Tag

FIR Report

କଟକ ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ : ସାଇବର ଥାନାରେ ଏତଲା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାଁରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ 7696918151 ମେବାଇଲ ନମ୍ବରରେ ଖୋଲି ଲୋକଙ୍କୁ ମେସେଜ ପଠାଇବା ମାମଲା। ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିଛନ୍ତି।…