Browsing Tag

FIR Lodge

ଜଗନ୍ନାଥ ଭଜନ ଗାଇବାକୁ ମନାକରି ହ୍ୟୁମାନ ସାଗର ବିବାଦରେ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିବାଦରେ ଜଣାଶୁଣା ଗାୟକ ହ୍ୟୁମାନ ସାଗର। ବର୍ତ୍ତମାନ ଜଗନ୍ନାଥ ଭଜନ ବୋଲିବେ ନାହିଁ କହି ବିବାଦରେ ସେ। ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଧମକ ଦେବାରୁ ଥାନାରେ ପହଞ୍ଚିଲା ମାମଲା। ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ…