Browsing Tag

FIR

ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଦିଲ୍ଲୀରେ ଏତଲା ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡିତ ମହିଳାଙ୍କ ସ୍ୱାମୀଙ୍କ ୨୦୨୦ରୁ ମୃତ୍ୟୁ ହୋଇଥିଲା। ତାଙ୍କର ପରଲୋକ ପରେ ପୀଡିତା…

ପୋଲିସଙ୍କ ଘରୁ ଲୁଟିଲେ ଦୁର୍ବୃତ୍ତ; ଥାନାରେ ଏତଲା

ମାହାଙ୍ଗା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରୁ ଲୁଟ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଅଛନ୍ତି । ସେହିପରି ତାଙ୍କ ପତ୍ନୀ ଅନୁଗୋଳ ଏସପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ…

ପ୍ରତାରଣା : ପ୍ରେମିକ ବିଧାୟକଙ୍କ ନାଁରେ ପ୍ରେମିକାର ଏତଲା

ଜଗତସିଂହପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜଗତସିଂହପୁର ସଦର ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା ଦିଆଯାଇଛି। ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ଶୁକ୍ରବାର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ବିବାହ କରିବାକୁ କହି ବିଧାୟକ ଆସି ନଥିବା ସୋମାଲିକା ଅଭିଯୋଗ କରିଥିଲେ ।…

ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି…

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିବାଦ ଘେରରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଜଣେ ମହିଳାଙ୍କୁ ଅସଦାଚରଣ କରିବା ନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କ ନାଁ ରେ ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନାରେ ମାମଲା…