Browsing Tag

Fine

ଟ୍ରକକୁ ୨ଲକ୍ଷ ୬୩ ହଜାର ୫୦୦ ଟଙ୍କା ଫାଇନ୍

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟ୍ରକକୁ ୨ ଲକ୍ଷ ଫାଇନ୍। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପରିବହନ ବିଭାଗ। ଗତକାଲି ଟ୍ରକକୁ ଜବତ କରିଥିଲା RTO-2। ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ…

୭୯୪ ମଦୁଆ ଡ୍ରାଇଭର ଧରା ହେଲେଣି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚାଲିଛି ମଦୁଆ ଧରା ଅଭିଯାନ। ମଦୁଆ ଡ୍ରାଇଭରଙ୍କୁ ଧରିବାକୁ ଅଣ୍ଟା ଭିଡିଲା କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ଵରରେ ମଦୁଆ ଗାଡି ଚାଳକଙ୍କୁ ପାନେ ଦେବ କମିଶନରେଟ ପୋଲିସ। ନିଶା ସେବନ କରି ଗାଡି ଚଳାଉଥିଲେ ଜରିମନା ଆଦାୟ କରୁଛି ପୁଲିସ। ୧୫ ଦିନରେ…

କଳାକାଚ ହଟାଇବା ଅଭିଯାନ: ୨୫୫୦୦ ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର: କଳାକାଚ ଲଗାଇ ଅନେକ ସମୟରେ ଅପରାଧ ଘଟାଉଛନ୍ତି ଅପରାଧ । ଏହି କାରଣ ପାଇଁ ଭୁବନେଶ୍ବର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ ଆରମ୍ଭ ହୋଇଛି । ଦୁଇଦିନରେ ୫୧ଟି ଗାଡିରୁ ଜୋରିମାନା ଆଦାୟ କରାଯାଇଛି । ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ ବୋଲି…

ରାସ୍ତାକଡ଼ରେ ପାର୍କ କରିଥିବା ୨୨ ଗାଡ଼ିରୁ ୪ ଲକ୍ଷ ୪୦ ହଜାର ଟଙ୍କାର ଫାଇନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାସ୍ତାକଡ଼ରେ ବେଆଇନ ଭାବରେ ପାର୍କ ହୋଇଥିବା ଗାଡ଼ିଠାରୁ କେବଳ ହଜାରେ କି ଦୁଇ ହଜାର ନୁହେଁ ଏଣିକି ୨୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି। ଦୁର୍ଘଟଣା ଓ ରାସ୍ତା ଜାମକୁ ରୋକିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ମୋଟା ଅଙ୍କର…