ଉଭୟ ଗୃହରେ ସାଧାରଣ ବର୍ଗଙ୍କ ୧୦ ପ୍ରତିଶତ ସଂରକ୍ଷଣ ବିଲ ପାସ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ବର୍ଗର ଗରିବଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି କେନ୍ଦ୍ର ସରକାର ଆଣିଥିବା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଛି । ମଙ୍ଗଳବାର ଉକ୍ତ ବିଲ୍ ଲୋକ ସଭାରେ ୩୨୩-୩ ଭୋଟରେ ଗୃହୀତ…