ରାଜ୍ୟର ସ୍ବାର୍ଥ ପାଇଁ ପୁରସ୍କୃତ ହେବେ ମଦ ବ୍ୟବସାୟୀ: ଅବକାରୀ ମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଧିକ ମଦ ବିକ୍ରି କଲେ ପୁରସ୍କୃତ ହେବେ ବ୍ୟବସାୟୀ । ବିଧାନସଭା ଅବକାରୀ ଗୃହ କମିଟିର ଏହି ନିଷ୍ପତିକୁ ନେଇ ବିବାଦ ବଢ଼ିଥିବା ବେଳେ ଏ ନେଇ ଆଜି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମଦ ବିକ୍ରିକୁ ନେଇ ଆଜି ବିଧାନସଭାରେ ଆଲୋଚନା ଜୋରଦାର ହୋଇଥିଲା…