Browsing Tag

femel pessinger

ଏଣିକି ସ୍ବତନ୍ତ୍ର ବଗିରେ ଟ୍ରେନ୍ ଯାତ୍ରା କରିବେ ମହିଳା

ଦୂରଗାମୀ ଟ୍ରେନରେ ଏଣିକି ମହିଳାଙ୍କ ଲାଗି ରହିବ ସ୍ବତନ୍ତ୍ର ବର୍ଥ । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ…