ନକଲି ଡାକ୍ତର ଗିରଫ : ୫ ରାଜ୍ୟରେ ୧୩ ପତ୍ନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଜଣେ ଲୋକ ନିଜକୁ ଡାକ୍ତର ପରିଚୟ ଦେଇ କୋଟି କୋଟି ହଡପ କରିବା ସହ ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଖବର ମିଳିବା ପରେ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ- କେନ୍ଦ୍ରାପଡା ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ (୬୧)।…