ପୁଣିଥରେ ଆସନ୍ତା ୨୧ରୁ ଚାଷୀ ଆନ୍ଦୋଳନ
ଏମଏସ୍ପିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବ ସେମାନଙ୍କୁ କୌଣସି ପ୍ରକାରର ଲାଭ ଦେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର…