ଆସନ୍ତା ୩ରେ ପୁରୀ ଉପକୂଳ ଛୁଇଁପାରେ ‘ଫୋନି’, ୧୮୦ କିମି ରୁ ଉର୍ଦ୍ଧ ହୋଇପାରେ ପବନର ବେଗ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫୋନି’ ଓଡିଶା ମୁହାଁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ଫୋନି’ ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ଼ ହେବ। ପୁରୀର ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ । ଏହି ସମୟରେ…