ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଯୁବତୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ହାତରେ ଫେସବୁକର ଫେକ୍ ସୁନ୍ଦରୀ । ଭୁବନେଶ୍ୱରରୁ ବନ୍ଧା ହେଲେ ଫେସବୁକ୍ର ଆଞ୍ଜେଲ ପ୍ରିୟା । ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଏହି ଯୁବତୀ । ସୁନ୍ଦରୀ ବେଶ ଧରି…