ଚଳନ୍ତା କାରରେ ଲାଗିଲା ନିଆଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଜ ଉପରେ ଜଳିଗଲା ଚଳନ୍ତା କାର । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କାରରେ ଲାଗିଲା ନିଆଁ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଜଳିଗଲା ଚଳନ୍ତା…