କେମିତି ଦୂର କରିବେ ଆଖି ତଳେ ପଡୁଥିବା କଳା ଦାଗ ଜାଣନ୍ତୁ
ଆଖି ତଳେ କଳା ଦାଗ ପଡିଥିଲେ, ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ୍ ହେବା, ଭଲରେ ନିଦ ନ ହେବା ଓ ମାନସିକ…