Browsing Tag

expensive car

ବିଶ୍ୱର ସବୁଠୁ ମହଙ୍ଗା କାର୍, ଦାମ୍ ୧୧୦୦ କୋଟି

ଲଣ୍ଡନ : ବିଳାସପୂର୍ଣ୍ଣ କାର୍ ବିଷୟ ଚିନ୍ତା କରିବା ମାତ୍ରେ ସର୍ବପ୍ରଥମେ ମର୍ସିଡିଜ୍ ବେଞ୍ଜ୍ର ନାଁ ମନକୁ ଆସିଥାଏ । ଏହି ଜର୍ମାନୀ କମ୍ପାନୀର ଏକ କାର୍ ନିକଟରେ ନିଲାମ ହୋଇଥିଲା । ଏହାପରେ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସ୍ଏଲ୍ଆର୍ ବିଶ୍ୱର ସବୁଠୁ ଦାମୀ କାର୍ ହୋଇଯାଇଛି । ଏକ ପ୍ରାଇଭେଟ୍…