କମିଶନରେଟ୍ ପୋଲିସରେ ଅଦଳ ବଦଳ; କାହାକୁ କେଉଁ ଦାୟିତ୍ୱ ମିଳିଲା, ଜାଣନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କମିସନରେଟ ପୋଲିସରେ ଅଦଳ ବଦଳ ହୋଇଛି । ଅତିରିକ୍ତ ଡ଼ିସିପି, ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ଅଦଳବଦଳ ହୋଇଛି । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଅତିରିକ୍ତ ଡ଼ିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଓ ସୁବାସ ମହାନ୍ତିଙ୍କ ବଦଳି ହୋଇଛି ।ଆଡିସ୍ନାଲ୍ ଡିସିପି…