ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ବହୁ ବାଦ ବିବାଦ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଚୌକି ଛାଡିଛନ୍ତି କ୍ୟାପଟେନ୍ ଅମରିନ୍ଦର । ପଞ୍ଜାବ କଂଗ୍ରେସରେ କ୍ୟାପଟେନ୍ ଅମରିନ୍ଦରଙ୍କୁ ନେଇ ଲାଗିରହିଥିବା ବିବାଦ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି । ଦୀର୍ଘଦିନ…