Browsing Tag

Environmental clearance

୬ମାସ ମଧ୍ୟରେ ବେଆଇନ ଖଣି କାରବାର ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କରୁଛନ୍ତି ଖଣି ଲିଜଧାରୀ । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ ବେଆଇନ ଖଣି ଖନନ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ ଖଣି ପାଇଁ ପରିବେଶ ମଞ୍ଜୁରୀ ନଥିବାବେଳେ କେନ୍ଦ୍ର…