ରାଜଧାନୀରେ ଏନ୍କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପାହାନ୍ତାରେ ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ପୋଲିସ ଗୁଳିରେ ସୁଶାନ୍ତ ମାଝି ଆହତ ହୋଇଛି । ସୁଶାନ୍ତ ନୟାଗଡ଼ ଅଞ୍ଚଳର ଏକ ଦୁର୍ଦ୍ଦାନ୍ତ ଅପରାଧୀ । ଡକାୟତି ଉଦ୍ଦେଶ୍ୟରେ ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ କେ ସେଭେନ ଅଞ୍ଚଳରେ ସୁଶାନ୍ତ ବୁଲିଥିବା ବେଳେ…