ରାତିରେ ଖାଲି ପେଟରେ ଶୋଉଥିଲେ ସାବଧାନ ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା
କୁହାଯାଏ, ସକାଳ ଭୋଜନ ରାଜା ଭଳି, ମଧ୍ୟାହ୍ନ ଭୋଜନ ରାଜକୁମାର ଭଳି ଓ ରାତିର ଭୋଜନ ଗରିବ ଭଳି ଖାଇବା ଉଚିତ। ଅର୍ଥାତ୍ ସକାଳର ପ୍ରଥମ ଖାଦ୍ୟ ସବୁବେଳେ ଉତ୍ତମ ପୋଷକ ତତ୍ତ୍ୱଯୁକ୍ତ ତଥା ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍। ସେହିଭଳି ଲଞ୍ଚ୍ରେ ସାଧାରଣ ଭାବେ ଓ ରାତିରେ ଖୁବ୍ ସ୍ୱଳ୍ପ…