ଶ୍ରୀଲଙ୍କାରେ ପୁଣି ଏମରଜେନ୍ସି ଘୋଷଣା
କଲମ୍ବୋ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୁଧୁରୁନି ଶ୍ରୀଲଙ୍କାର ଦୁର୍ଦ୍ଦଶା । ଅନାହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାର ଲାଗିଛି । ଆର୍ଥିକ ସଙ୍କଟ ରାଜନୈତିକ ଅସ୍ଥିରତାର ରୂପ ନେଇଛି । ଫଳରେ ଦେଶକୁ ପୁଣି ଫେରିଛି ଜରୁରୀ ପରିସ୍ଥିତି । ଶ୍ରୀଲଙ୍କାରେ ପୁଣି ଘୋଷଣା…