ପୁଣି ଏମାର ମଠ ଯାଞ୍ଚ, ମିଳିଲାନି ଗୁପ୍ତ ଧନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁଣି ପୁରୀ ଏମାର ମଠକୁ ଯାଞ୍ଚ ଚାଲିଥିଲେ ବି କିଛି ଗୁପ୍ତଧନ ମିଳିଲାନି। ପୁରୀର ପୁରାତନ ଓ ବିତ୍ତଶାଳୀ ଏମାରମଠରେ ଅନେକ ଗୁପ୍ତଧନ ଥିବା ନେଇ ସନ୍ଦେହକୁ ଦୂରୀଭୂତ କରିବାକୁ ଯାଇ ମଠ ପରିସରରେ ପୂର୍ବରୁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନରେ ଆଜି ଖନନ କରାଯାଇଥିବା…