ଅଡୁଆରେ ଏଲନ ମସ୍କ; ଆମେରିକାର କୋର୍ଟରେ ୨ଜଣ ମହିଳା ରୁଜୁ କଲେ ମକଦ୍ଦମା
ଟ୍ବିଟରର ମାଲିକାନା ନିଜ ହାତକୁ ନେବା ପରଠାରୁ ଏଲନ ମସ୍କ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବା ସବୁଠୁ ବଡ଼ ନିଷ୍ପତ୍ତି ଥିଲା । କିନ୍ତୁ ଏବେ ଏଭଳି ଜଣାପଡ଼ୁଛି ଯେ ଏହି ନିଷ୍ପତ୍ତି ତାଙ୍କ ଉପରେ ହିଁ ଭାରି ପଡ଼ୁଛି।
ଟ୍ବିଟର ଅଧିଗ୍ରହଣ…