Browsing Tag

Elephant

ବାଂଶପାଳ ବିଜେପି ରେଞ୍ଜରେ ହାତୀ ଅସୁସ୍ଥ

ବାଂଶପାଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେନ୍ଦୁଝର ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଲୁଣଘର ଜଙ୍ଗଲରେ ପୁଣି ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଜଙ୍ଗଲରେ ଘୁରି ବୁଲୁଛି । ଲୁଣଘର ଜଙ୍ଗଲରେ ୬ ଟିକିଆ ହାତୀ ପଲଙ୍କ ଠାରୁ ଦନ୍ତା ହାତୀଟି ଅସୁସ୍ଥ ହୋଇ ଅସ୍ୱାଭାବିକ ଭାବେ ଚାଲୁଥିବା ବେଳେ ଜଙ୍ଗଲ ରେ ବେଳେ…

ପାଣି ପିଇବାକୁ ଆସି ଫସିଗଲା ଦନ୍ତାହାତୀ

ସମ୍ବଲପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜର ସାପଲହରା ନିକଟରେ ଥିବା ଏକ ପୋଖରୀ ପଙ୍କ ମଧ୍ୟରେ ଫସିଛି ଦନ୍ତାହାତୀ । ପାଣି ପିଇବା ପାଇଁ ଆସି ପୋଖରୀରେ ଥିବା ପଙ୍କରେ ଫସି ଯାଇଛି ଅସୁସ୍ଥ ହାତୀ । ଦନ୍ତାହାତୀର ଆଗ ପଟର ଗୋଟିଏ ଗୋଡଟି ଠିକ ନଥିବାରୁ ପୋଖରୀରେ…

ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର

ଚମ୍ପୁଆ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏକ ଦୁର୍ଘଟଣା ଘଟିଛି। ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ୨ଟି ଛୁଆ ହାତୀ ଅଛନ୍ତି। ଏକ ୧୯ ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ…

ସାଇକଲ ରେ ଯାଉଥିଲେ, ଦୁଇଜଣଙ୍କୁ ଦଳିଦେଲା ହାତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାତୀ ଆକ୍ରମଣରେ କକା-ପୁତୁରା ମୃତ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ୨ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଡିମିରିକୁଦା ନିଜ ଗାଁରୁ ସାଇକେଲରେ କକା-ପୁତୁରା ଆସିଥିଲେ । ସେମାନେ ଗାଁରୁ ଏକ ସାଇକେଲରେ କେଉଁଆଡେ ଯାଉଥିଲେ ।…

ହାତୀକୁ ଜଗିଛି ଦନ୍ତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଖୋର୍ଦ୍ଧା ବନଖଣ୍ତ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଲାଗୁଣୀ ନଦୀ ନିକଟ ବାଁବିଲି ମୌଜାରେ ବିଲ ମଧ୍ୟରେ ବୁଧବାର ଏକ ମାଈ ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିିଳିଛି।  ଉକ୍ତ ହାତୀଟି କୀଟନାଶକ ଯୁକ୍ତ ଫସଲ ଖାଇ ଦେବାରୁ ବିଷ ଜ୍ୱାଳାରେ ଛଟପଟ ହେଉଥିବା…

ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଦଳିଲା ହାତୀ

ଓଡିଶା ଫାଷ୍ଡ( ବ୍ୟୁରୋ): ମଣିଷ ଯେପରି ପଶୁ ପକ୍ଷୀଙ୍କ ବାସ ଉଜାଡୁଛନ୍ତି ପଶୁମାନେ ମଧ୍ୟ ସେହିପରି ମଣିଷ ଘର ଭାଙ୍ଗିବା ଆରମ୍ଭ କଲେଣି। ଦିନକୁ ଦିନ ଗାଁ ମୁହାଁ ହେଉଛନ୍ତି ହାତୀ। କେତେବେଳେ ଫସଲ ନଷ୍ଟ କରୁଛନ୍ତି ତଲ କେତେବେଳେ ଘରେ ପଶି ମଣିଷ ମାରୁଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି…

ପାଚେରୀ ଭାଙ୍ଗି ସେବାଶ୍ରମରେ ପଶିଲେ ୨୨ ହାତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ବଢୁଛି ହାତୀଙ୍କ ଦୌରାତ୍ମ୍ୟ । ଗାଁ ଗଣ୍ଡାରେ ପସି ଘର ଭାଙ୍ଗିବା ଫସଲ ନଷ୍ଟ କରିବା ଘଟଣା ପ୍ରାୟ ସବୁଦିନ ଘଟୁଥିବା ବେଳେ ଏକ ସେବାଶ୍ରମରେ ପଶି ଭଙ୍ଗା ରୁଜା କରିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି । ତେବେ ଅନ୍ତେବାସୀଙ୍କ ମଧ୍ୟରୁ କେହି ମୃତାହତ ହୋଇ…