Browsing Tag

Election

ନିର୍ବାଚନୀ ହିଂସା; ୪୫ଟି ବୁଥ୍‌ରେ ହେବ ସାନି ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ଘଟିଥିବା ବୁଥରେ ହେବ ସାନି ମତଦାନ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୩ରେ ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ ହେବ ସାନି ମତଦାନ। ସକାଳ ୯ରୁ ଅପରାହ୍ନ ୩ଟା ଯାଏଁ ମତଦାନ…

ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ନିଖୋଜ : ଗାଁ ନିକଟରୁ ସ୍କୁଟି ଉଦ୍ଧାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ):   ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ  ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁମାର ଦେଇପୁର ଗ୍ରାମର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଉକ୍ତ ଯୁବକ ହେଉଛନ୍ତି ଦୀପକ ଦାଶ । ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ସ୍କୁଟିରେ ଦୀପକ ଯାଇ  ଆଉ…

ବୁଥ୍‌ରେ ଭଙ୍ଗାରୁଜା, ମତଦାନ ବନ୍ଦ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ହସନପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ୧ ନଂ ବୁଥରେ ଦେଖା ଦେଇଛି ରାଜନୈତିକ ହିଂସା। । ଫଳରେ ମତଦାନ ବନ୍ଦ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛ । ବୁଥ୍ ରେ ପଶି କବାଟ ଭାଙ୍ଗିବା ସହ ବାଲାଟ…

ବଢୁଛି ବିଜେଡି, ଛିଡୁଛି ବିଜେପି ! ବିଜେଡିରେ ମିଶିଲେ ଶତାଧିକ କର୍ମୀ

ସୁଦୃଢ଼ ହେଉଛି ବିଜେଡି ଗଡ଼ । ଆଜି ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାବଣା ଓ ବହୁ ମଣ୍ଡଳ ସଭାପତି। ଓଡ଼ିଶାର ବିକାଶରେ…

ନିର୍ବାଚନୀ ମଇଦାନ: ଗୋଟିଏ ପରିବାରର ୫ ସଦସ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋପାଳପୁର ଶାସନ ପଞ୍ଚାୟତର ୬୬ ନମ୍ବର ଜୋନ୍ରେ ଏହା ଦେଖିବାକୁ ମିଳିଛି । ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଆସନ ପାଇଁ ସରଂକ୍ଷିତ । ସରପଞ୍ଚ ପ୍ରାର୍ଥୀ ଦେବରାଜ…

୮ ହଜାର ୬୪୮ ଆଶାୟୀ ଲଢ଼ିପାରିବେନି ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଆୟୋଗ ରାଜ୍ୟରେ ମୋଟ ୮ ହଜାର ୬୪୮ ପ୍ରାର୍ଥୀପତ୍ରକୁ ନାକଚ କରିଛନ୍ତି । ସେଥିମଧ୍ୟରେ ୨୩୨ଟି ଜିଲ୍ଲା ପରିଷଦ ନାମାଙ୍କନ ପତ୍ର ରହିଛି । ୱାର୍ଡ ମେମ୍ବର ପାଇଁ ମୋଟ ଦାଖଲ ହୋଇଥିବା ନାମାଙ୍କନ ପତ୍ର ମଧ୍ୟରୁ ୫୫୪୪ ଜଣଙ୍କ ପ୍ରାର୍ଥୀପତ୍ରକୁ ନାକଚ କରି…

ଆସନ୍ତାକାଲିଠୁ ନାମାଙ୍କନ, ୬୭୯୩ ସରପଞ୍ଚ ଏବଂ ୮୫୩ ଜିଲ୍ଳା ପରିଷଦ ପାଇଁ ହେବ ଲଢେଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲିଠୁ ହେବ ନାମାଙ୍କନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ। ଜାନୁଆରୀ ୧୭ରୁ ଜାନୁଆରୀ ୨୧ ଯାଏ ନାମାଙ୍କନ ଚାଲିବ । ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ…

ସର୍ବଦଳୀୟ ବୈଠକ; ନିର୍ବାଚନ ଘୁଞ୍ଚାଇବା ଦାବିରେ ବିରୋଧୀ, ବିଜେଡ଼ି କହିଲା, ଠିକ୍‌ ସମୟରେ ହେଉ ଭୋଟ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ବସିଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକରେ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି ସମସ୍ତ ଦଳ । ବୈଠକ ପରେ ନିର୍ବାଚନ କମିଶନ…

ଫେବ୍ରୁଆରି ୧୦ରୁ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର । ଏସବୁ ନିର୍ବାଚନ ସଂପୂର୍ଣ୍ଣ କୋଭିଡ୍…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଆସିଲା ସଂରକ୍ଷଣ ତାଲିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ। ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଖବର ଅନୁଯାୟୀ, ଆଗାମୀ…