Browsing Tag

Election

ପୌର ଭୋଟ୍: ପ୍ରସ୍ତୁତ ହେଲାଣି ବୁଥ୍, ଛକାପଞ୍ଝାରେ ସମର୍ଥକ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଜନତା ବାଛିବେ ଉପଯୁକ୍ତ ନେତା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ଚିନ୍ତା ବଢ଼ିବାରେ ଲାଗିଛି । ନିୟମ ଅନୁସାରେ ଗତକାଲି ସଂଧ୍ୟାରୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସରିଥିବା ବେଳେ ସଜାଗ ରହିଛନ୍ତି…

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ: ରାଜ୍ୟ ନିର୍ବାଚନ କମିସନର

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ଲାଗି ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ କରାଯିବ। ଏହି ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ ପୁଣି କହିଛନ୍ତି, ଏଥର ମୋଟ ୪୦ ଲକ୍ଷ ୫୫ ହଜାର…

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ୫୬ ପ୍ରାର୍ଥିଙ୍କୁ ୨୪ଘଣ୍ଟିଆ ନୋଟିସ

ପିପିଲି: ପିପିଲି ଏନ୍ଏସିର ୧୬ଟି ଯାକ ୱାର୍ଡରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରଣ ପାଇଁ ସମସ୍ତ ୫୬ଜଣ ପ୍ରାର୍ଥିଙ୍କୁ ନିର୍ବାଚନ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ ନୋଟିସ ଜାରି କରିଛନ୍ତି। ସେମାନେ ବିଭିନ୍ନ ସରକାରୀ କୋଠା,…

ପୌର ନିର୍ବାଚନ : ହାଇକୋର୍ଟ ୨୪ରେ ଛୁଟି

କଟକ : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ହାଇକୋର୍ଟ ଛୁଟି ରହିବ । ଏହି କାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିସନ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ମାର୍ଚ୍ଚ ୬, ୨୦୨୨ ଜାରି…

ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ସକାଳ ସାଢେ ୧୦ରୁ ସାଢେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ସାଢେ ୧୧ରୁ ସାଢେ ୧୨ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ୧୨.୩୦ ପରେ ଭୋଟ୍ ହେବ। ଦଳୀୟ ଚିହ୍ନରେ ନିର୍ବାଚନ ହେଉ ନଥିଲେ ମଧ୍ୟ କେଉଁ ଦଳର ସମର୍ଥିତ…

ଆଜି ପ୍ରାର୍ଥିପତ୍ର ଯାଞ୍ଚ, ୧୪ ତାରିଖରେ ପ୍ରକାଶ ପାଇବ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆସନ୍ତା ୨୪ରେ ହେବ ଭୋଟ ଓ ୨୬ ତାରିଖରେ ହେବ ଗଣତି । ପ୍ରଥମ ଥର ପାଇଁ…

ନିର୍ବାଚନୀ ପରବର୍ତ୍ତୀ ହିଂସା, ୬ ଗୁରୁତର

ପଞ୍ଚାୟତ ନିର୍ବାଚନ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ସାରିଛି । କିନ୍ତୁ ଏବେ ବି ଥମୁନି ହିଂସା । ଏହି ହିଂସାକାଣ୍ଡରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ…

ପଞ୍ଚାୟତ ଫଳାଫଳ: ବିଜେଡିର ରେକର୍ଡ

୨୦୨୨ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଯେତେ ସରି ସରି ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ସାରା ରାଜ୍ୟର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଓ ବିକାଶମୂଳକ ଯୋଜନାକୁ ମିଳିଛି ଜନ ସମର୍ଥନ । ବର୍ତ୍ତମାନ ସୁଦ୍ଧା ୮୫୨ ଜିଲ୍ଲା ପରିଷଦ ଜୋନରୁ…

ଶେଷ ଦିନ: ୩ଅଙ୍କ ଛୁଇଁ ନପାରନ୍ତି ବିରୋଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୋଟ୍ ଗଣତିର ଆଜି ତୃତୀୟ ଦିନ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ହେଉଛି ଗଣତି । ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି…

୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନରେ ଭୋଟିଂ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ରାଜ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ହେଉଛି ମତଦାନ । ସେହିପରି ‌୧୨୫୪ ପଞ୍ଚାୟତ ଓ ୧୭୮୯ ଓ୍ବାର୍ଡରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ମୋଟ…