ନିର୍ବାଚନୀ ସଭାରେ ୩୦୦ଙ୍କୁ ଅନୁମତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କୋହଳ ହେଲା ପ୍ରଚାର କଟକଣା । ଏଣିକି ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ପୂର୍ବରୁ କୋରୋନା କଟକଣା ସଂକ୍ରମଣ ପାଇଁ ୫ ଜଣଙ୍କୁ ଅନୁମତି ରହିଥିଲା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ରାଜନୈତିକ ସଭା ପାଇଁ ୩୦୦ ଲୋକଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି…