ନିର୍ବାଚନ ଆୟୋଗ ରିପୋର୍ଟ: ୯୪ କୋଟି ଅତିକ୍ରମ କଲା ଭୋଟରଙ୍କ ସଂଖ୍ୟା
ଭାରତରେ ୧୯୫୧ ପରଠାରୁ ମୋଟ ମତଦାତା ବା ଭୋଟରଙ୍କ ସଂଖ୍ୟାରେ ପ୍ରାୟ ଛଅ ଗୁଣ ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏହି ସଂଖ୍ୟା ୯୪.୫୦ କୋଟି ଅତିକ୍ରମ କରିଛି। ଅବଶ୍ୟ ଏଥିରୁ ଏକ-ତୃତିୟାଂଶ ଲୋକ ଗତ ଲୋକସଭା ନିର୍ବାଚନରେ ନିଜର ମତାଧିକାରକୁ ବ୍ୟବହାର କରିନଥିଲେ। ଏହି କାରଣରୁ…