Browsing Tag

Election

ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ

ଇଡି, ସିବିଆଇ ଦ୍ୱାରା ବାନ୍ଧିବୁ, ବିଜେଡିକୁ ଘାଣ୍ଟିବାକୁ ଆସିବ ଇଡି ଓ ସିବିଆଇ, କହିଛନ୍ତି ଜୟ ନାରାୟଣ ମିଶ୍ର ଓଡ଼ିଶା ରେ ତଦନ୍ତ ଜୋରଦାର କରିବାକୁ ନିବେଦନ କରିବେ ୨୨ ବିଧାୟକ ୫ଟି ସଚିବ ଙ୍କ ବିରୁଦ୍ଧରେ ବଖାଣିବେ ଭେଟିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରୀ ଏବଂ…

ବିଧାନସଭା ରେ ବିରୋଧୀ ଦୁଇ ମିଶ୍ରଙ୍କୁ ଧୋଇଦେଲେ ଅରୁଣ ସାହୁ । ଶୁଣନ୍ତୁ କଣ କହିଛନ୍ତି ଅରୁଣ

ଆଜି ବିଧାନସଭାର ଶୂନ୍ୟକାଳରେ ବିରୋଧୀଙ୍କୁ ପୁରାପୁରି ଧୋଇଦେଲେ ରାଜନୈତିକ ବିଶାରଦ ଅରୁଣ ସାହୁ । https://youtu.be/x4wOyfielcE?si=ZCpjbXlKeGJFSnfG ବିରୋଧୀଙ୍କ ପ୍ରଶ୍ନର ସଠିକ ପ୍ରତିତ୍ୱର ଦେବାକୁ ଅରୁଣ ସାହୁ ଙ୍କୁ ଚୟନ କରିଛି ଶାସକ ଦଳ ।

ନାମାଙ୍କନ ଦାଖଲ କଲେ ଯଶୱନ୍ତ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ…

ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନର ଫଳାଫଳ । ଦେଶର ୬ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ। ଜୁନ୍ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍…

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଅପରାହ୍ନ ୩ଟା ସମୟରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଶେଷ ହେଉଛି । ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ…

ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ; ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ଵର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଚସ୍ପତି ନିର୍ବାଚନ ନେଇ ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ। ନିର୍ବାଚନ ପାଇଁ ଶୁକ୍ରବାର ଦାଖଲ ହେବ ପ୍ରାର୍ଥିପତ୍ର। ବିକ୍ରମ କେଶରୀ ଆରୁଖ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ଚର୍ଚ୍ଚା…

ଖୁବ୍ ଶୀଘ୍ର ରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିର୍ବାଚନ ଆୟୋଗ ଆଗାମୀ କିଛି ଦିନରେ ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି । ସମ୍ବିଧାନର ୬୨ତମ ଅନୁଚ୍ଛେଦର ସନ୍ଦର୍ଭ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ ଏବଂ ଆଗାମୀ…

ରାଜ୍ୟସଭା ନିର୍ବାଚନ: ୪୧ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟସଭା ଲାଗି ୫୭ ଆସନରେ ହେବାକୁ ଥିବା ନିର୍ବାଚନରେ ଶୁକ୍ରବାର ୪୧ ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ୪୧ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ପି ଚିଦାମ୍ବରମ ଓ ରାଜୀବ ଶୁକ୍ଲା, ବିଜେପିର ସୁମିତ୍ରା ବାଲ୍ମିକୀ ଓ କବିତା…

ବ୍ରଜନଗରରେ ବିଜେଡିର ବିପୁଳ ବିଜୟ

ଝାରସୁଗୁଡ଼ା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ବିପୁଳ ବିଜୟ ହାସଲ କରିଛନ୍ତି । ଅଳକା ପ୍ରାୟ ୬୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟ ଲାଭ କରିଥିବା ଜଣାପଡ଼ିଛି । ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦ୍ୱିତୀୟ ସ୍ଥାନରେ…

ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି

ଝାରସୁଗୁଡା:(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ ହୋଇଛି। ମୋଟ୍‌ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଗଣତି କେନ୍ଦ୍ରରେ ଜଣେ ଲେଖା‌ଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ପୁରା ଗଣତି ପ୍ରକ୍ରିୟାର ତଦାରଖ…