ଆୟୁଷ୍ମାନ ଯୋଜନାରେ ୭୦ରୁ ଅଧିକ ବୟସ ବର୍ଗର ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ: ରାଷ୍ଟ୍ରପତି
ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ଅଧିବେଶନ । ଦେଶର ୧୮ତମ ଲୋକସଭାକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ବୋଧନ ସମୟରେ ସେ ଦେଶର ସମସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ…