Browsing Tag

Education

ଆଜିଠୁ + ୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ + ୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ । ପୂର୍ବରୁ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠୁ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟରେ ମୋଟ ୭୮…

ଉମରକୋଟରୁ ନକଲି ଶିକ୍ଷକ ଗିରଫ

ଉମରକୋଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଗିରଫ ହେଲେ ନକଲି ଶିକ୍ଷକ । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ଶିକ୍ଷକ ନକଲି ବିଇଡ଼ି ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ହେବ ଚାକିରୀ କରୁଥିଲେ। ବର୍ତ୍ତମାନ ସାର୍ଟିଫିକେଟ ଯାଞ୍ଚ ପରେ ଶିକ୍ଷକଙ୍କ ବି ଇ ଡି ସାର୍ଟିଫିକେଟ…

ଭିସୁଟ୍‌ ଛାତ୍ରଛାତ୍ରୀ ଧାରଣାରେ ବସିଲେ

ସମ୍ୱଲପୁର : ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଆଜି ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆସନ୍ତାକାଲି ସେମାନଙ୍କର ୫ମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଆଜି ଧାରଣାରେ ବସିଛନ୍ତି । ତେବେ…

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା, ପୋକା ବାଇଗଣ ଓ ପଚା ଆଳୁ

ବଲାଙ୍ଗିର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ କିଛି ଅସାଧୁ…

NCERT ପକ୍ଷରୁ ନୂଆ ଓ ସଂଶୋଧିତ ପାଠ୍ୟକ୍ରମ ଜାରି

ନୂଆଦିଲ୍ଲୀ: କଥାରେ ଅଛି, ପିଲାବେଳ କଞ୍ଚା ମାଟି ଭଳି। ତାଙ୍କୁ ସେହି ସମୟରେ ଯେମିତି ଗଢ଼ିବେ ସେମିତି ସେମାନେ ତିଆରି ହେବେ । ଆଉ ଭୁଲ ଠିକର ସଂସ୍କାର ପିଲାବେଳୁ ଶିକ୍ଷାରୁ ହିଁ ମିଳିଥାଏ । ଘରେ ବାପା, ମାଆ ଓ ଅନ୍ୟ ସଦସ୍ୟ। ଆଉ ସ୍କୁଲରେ ଏହି କର୍ତ୍ତବ୍ୟ ଶିକ୍ଷକ, ପଢାବହିର ବି ରହିଥାଏ ।…

ଅପ୍ରେଲ୍ ୨୮ରୁ +୨ ବାର୍ଷିକ ପରୀକ୍ଷା

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨0୨୨ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ଅପ୍ରେଲ୍ ୨୮ ତାରିଖରୁ ଆରମ୍ଭ ହେଉଛି l ସକାଳ ୯ଟା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ…

ସାମ୍ସ ନାମଲେଖାରେ ସାମିଲହେବ ରେଭେନ୍ସା ଓ ଜିଏମ୍

ଭୁବନେଶ୍ୱର : ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ନାମଲେଖା ଅନୁଷ୍ଠିତ ହେଉଛି । ତେବେ ଗଙ୍ଗାଧର ମେହେର(ଜିଏମ୍) ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ତେଣୁ ସାମ୍ସ ନାମଲେଖାରେ ସାମିଲ ହେବାକୁ ଏହି ଦୁଇ ବିଶ୍ୱବିଦ୍ୟାଳୟକୁ ଚିଠି…

୨୦୨୩ରୁ ସିବିଏସ୍ଇର ଗୋଟିଏ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : ୨୦୨୨-୨୩ ଶିକ୍ଷାବର୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପୂର୍ବଭଳି ଗୋଟିଏ ବୋର୍ଡ ପରୀକ୍ଷା ଆୟୋଜନ କରିବାକୁ ସିବିଏସ୍ଇ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ) କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନାଯୋଗ୍ୟ କୋଭିଡ୍ ଯୋଗୁଁ ସିବିଏସ୍ଇ ପକ୍ଷରୁ…

ଅଗଷ୍ଟ ୨୮କୁ ଘୁଞ୍ଚିଲା ଜେଇଇ ଆଡଭାନ୍ସଡ

ଭୁବନେଶ୍ୱର : ୨୦୨୨-୨୩ ଜେଇଇ (ଆଡଭାନ୍ସଡ୍) ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ଜୁଲାଇ ୩ରେ ପରୀକ୍ଷା ହେବାରଥିଲା । ଏଥିପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆବେଦନ ଶୁଳ୍କ ଦେବାର ଶେଷ ତାରିଖ…

ଓଜେଇଇ ପଞ୍ଜୀକରଣ ୩୦କୁ ବୃଦ୍ଧି

ଭୁବନେଶ୍ୱର : ୨୦୨୨ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଆବେଦନ ପ୍ରକ୍ରିୟା ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଓଜେଇଇର ୱେସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଜୁନ୍ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଓଜେଇଇ ଅନୁଷ୍ଠିତ ଶେଷ ସପ୍ତାହରୁ…