ସତ ଓଗାଳିବା ପାଇଁ ଅର୍ଚ୍ଚନାଙ୍କୁ ଆହୁରି ୧୫ ଦିନ ରିମାଣ୍ଡରେ ନେବାକୁ ଯୋଜନା ଚଳାଇଛି ED
ଅର୍ଚ୍ଚନା ନାଗ ମାମଲା । ଆଜି ରିମାଣ୍ଡର ଷଷ୍ଠ ଦିନ। ED ଅର୍ଚ୍ଚନାଙ୍କୁ ୧୩ ତାରିଖରେ କୋର୍ଟରେ ହାଜର କରିବ। ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ED। ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୧୩ ତାରିଖରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯିବ।…