Browsing Tag

Ed

ରାହୁଲ ଗାନ୍ଧୀ ଆଜି ପୁଣି ‘ଇଡି’ରେ ହାଜର ହେବେ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଇଡିର ଅଧିକାରୀମାନେ ପୁଣି ଥରେ ପଚରାଉଚରା କରିବେ । ୩୦ ଘଣ୍ଟା ଧରି ପଚାରଉଚରା କରିଥିବା ବେଳେ ସନ୍ତୋଷ ଲାଭ କରିପାରି ନଥିବାରୁ ଆଜି ପୁଣି ଥରେ…

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍: ପ୍ରଭାତ ତ୍ରିପାଠୀ ଇଡିରେ ହାଜର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଆଜି ହାଜର ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଦୀର୍ଘଦିନ ବ୍ୟବଧାନ ପରେ ଇଡି କାହିଁକି ପ୍ରଭାତଙ୍କୁ ଡାକିଲା, କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଏହାକୁ…

ସୋନିଆ ରାହୁଲଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍‌ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି,…

ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କ୍‌ ଅଭିଯୋଗ: ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଏନ୍‌ସିପି ନେତା  ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ଇଡି । ଅଣ୍ଡରଓ୍ବାଲର୍ଡ ଲିଙ୍କ୍‌ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ତେବେ ନଓ୍ବାବ୍‌ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ଏବଂ ଶିବସେନା ।…