ରାଜ୍ୟରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ,ଆରମ୍ଭ ହେଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ
ରାଜ୍ୟରେ ଆଉ ଗଡ଼ିବନି ୧୫ ବର୍ଷର ପୁରୁଣା ଯାନ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଡ଼ି ରହିଛି ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟର ଜିପ୍, କାର, ବସ୍, ଟ୍ରକ୍ । ସେହି ସବୁ ଯାନ ଗୁଡ଼ିକ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବ ଏବଂ ନୂତନ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା…