ଇଣ୍ଡୋନେସିଆରେ ଭୂମିକମ୍ପ, ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା
ଇଣ୍ଡୋନେସିଆର ଟୋବେଲୋରେ ଭୟଙ୍କର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ୬.୩ । ଏହି ଝଟକା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର ସେଇସମୋଲୋଜି(ଏନଏସ୍ସି) କହିଛି ଯେ, ଭୂମିକମ୍ପ ଭୂପୃଷ୍ଠରୁ ୯୭ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଭାରତୀୟ ସମୟ ରାତି ୧ଟା ୩୨…