ଥରିଲା ଦିଲ୍ଲୀ-ଏନସିଆର
ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ । ଦିଲ୍ଲୀ-ଏନସିଆର ବ୍ୟତୀତ ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଛି। ଉତ୍ତର ଭାରତ ବ୍ୟତୀତ ଆଫଗାନିସ୍ତାନ ଏବଂ ପାକିସ୍ଥାନରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ବୋଲି ଆକଳନ…