ପୃଥିବୀର ନିକଟବର୍ତ୍ତୀ ହେଉଛି ଏକ ଗ୍ରହାଣୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୦-ଆରକେ୨ ନାମକ ଏକ ଗ୍ରହାଣୁ ପିଣ୍ଡ ପୃଥିବୀର ନିକଟତର ହେଉଥିବା ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ କହିଛି। ଉକ୍ତ ଗ୍ରହାଣୁଟି ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ।
ତେଣୁ ପୃଥିବୀ ସହିତ ଗ୍ରହାଣୁଟିର ଧକ୍କା ହେବାର ଆଶଙ୍କା ପ୍ରକାଶ…