୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ପୁଣି ଏକ ଲୋମହର୍ଷଣ ଘଟଣା ସାମ୍ନାକୁ ଆସିଛି । ଜଣେ ୮ ବର୍ଷର ନାବାଳିକାକୁ ଆଶ୍ରମରେ ଗଣଦୁଷ୍କର୍ମ କରାଯାଇଛି । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଡୁମୁଡୁମାରେ ଥିବା ଏକ ଆଶ୍ରମରେ । ଏନେଇ ନାବାଳିକାର ମା’ ମହିଳା ଥାନାରେ ଏତଲା ଦେଇଛି । ପୁଲିସ୍ ମାମଲା ରୁଜୁ…