Browsing Tag

durgapuja in bhubaneswar

ଟ୍ୱିନସିଟିରେ ଦୁର୍ଗାପୂଜାକୁ ମିଳିଲା ଅନୁମତି, ହେବନି ରାବଣ ପୋଡି ଓ ଭସାଣୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣ୍ଡପରେ ପୂଜା ପାଇବେ ମା’। ଟ୍ୱିନସିଟିରେ ହେବ ଦୁର୍ଗାପୂଜା। ହେଲେ ୫ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ହେବନାହିଁ। ମଣ୍ଡପରେ ୧୦ରୁ ଅଧିକ ଲୋକ ରହିବେ ନାହିଁ । ଆଲୋକମାଳା ଜାକଜକମ ଓ ମାଇକ ବାଜିବ ମଧ୍ୟ ବାଜିବ ନାହିଁ। ଚାନ୍ଦା ଆଦାୟକୁ ବି କୌଣସି ପ୍ରଶୟ ଦିଆଯିବନି।…