Browsing Tag

durgapuja

ପୂଜା ସମୟରେ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ଦେଖନ୍ତୁ ଭିଡ଼ିଓ

ପାର୍ବଣରେ ପୋଲିସର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ପୂଜାରେ ବୁଲିବାକୁ ଯାଉଛନ୍ତି କି ହୋଇଯାଆନ୍ତୁ ସାବଧାନ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତିଫି, ଫିଲ୍ମ ଷ୍ଟାଇଲରେ ହେଉଛି ଅପହରଣ ପଟି ବାନ୍ଧି ଟେକି ନେଉଛନ୍ତି,ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଆତଙ୍କ ରେ ରାଜଧାନୀ ବାସୀ ।…

ନବରାତ୍ରି ପୂର୍ବରୁ ଏହି ୫ଟି ଜିନିଷକୁ ଖୁବଶୀଘ୍ର ବାହାର କରିଦିଅନ୍ତୁ, ନହେଲେ ଭୋଗିବାକୁ ପଡିବ ଅଶୁଭ ପରିଣାମ

ଏହି ବର୍ଷ ଶାରଦୀୟ ନବରାତ୍ରି ୨୬ ସେପ୍ଟେମ୍ବରରୁ ୦୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଯାଉଛି | ନବରାତ୍ରିରେ ଦେବୀ ଦୁର୍ଗାଙ୍କ ଆଗମନ ପୂର୍ବରୁ ଘର ଗୁଡିକ ଭଲ ଭାବରେ ସଫା କରାଯାଇଥାଏ, କୁହାଯାଏ ଯେ ପରିଷ୍କାର ପରିଚ୍ଛନ୍ନତା ବିନା ଘରେ ଦେବୀଙ୍କ ପୂଜା କଲେ ଶୁଭ ଫଳ ମିଳିନଥାଏ। ତେଣୁ ପ୍ରତିପଦା…

୧୯୭୭ ମସିହାରୁ ଏଠାରେ ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କର ପୂଜା ହୋଇଆସୁଛି

ଆଉ ଦିନ କେଇଟା ପରେ ଦୁର୍ଗତି ନାଶିନୀ ମା’ ଦୁର୍ଗା ଧରାବତରଣ କରିବେ । ଏଥିପାଇଁ ଏବେ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇପଡିଛି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ପୂଜା ଏକ ପ୍ରକାର ବନ୍ଦ ଥିଲା । ଚଳିତ ବର୍ଷ କରୋନା କଟକଣା ହଟିବା ପରେ ଧୂମଧାମରେ ପୂଜା ପାଳନ କରାଯିବ । ବିଶେଷ କରି…

ବିଜୟା ଦଶମୀରେ ସିନ୍ଦୁର ଖେଳ

ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ। ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ଲଗେଇ ଦଶହରା ଉତ୍ସବର ଶେଷ ପର୍ବକୁ…

ନବରାତ୍ରିରେ ମା’ ଦୁର୍ଗାଙ୍କ ନଅ ରୂପକୁ ପୂଜା କଲେ ମିଳେ ସୁଖ

ଓଡ଼ିଶା ଫାଷ୍ଟ ଶାରଦୀୟ ନବରାତ୍ରୀ ୨୦୨୨ ପୂଜା: ବେଦ ଏବଂ ପୁରାଣରେ ଆଦିଶକ୍ତିଙ୍କର ପୂଜା ବିଷୟରେ ଅନେକ ବର୍ଣ୍ଣନା ଅଛି । ଏଥର ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହେଉଛି । ଶକ୍ତିଙ୍କର ଏହି ପୂଜା ପର୍ବରେ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ରୂପଙ୍କୁ ରିତିନୀତି ଅନୁସାରେ ପୂଜା…

ଏଥର ମନମୋହିବ ଚାନ୍ଦି ମେଢ

ଓଡ଼ିଶା ଫାଷ୍ଟ ଦୁଇ ବର୍ଷ ପରେ ଚଳିତ ବର୍ଷ ଦୂର୍ଗାପୂଜା ମହା ଆଡମ୍ବରରେ ପାଳନ ହେବ । ଭାଇଚାରାର ସହର କଟକରେ ଏଥିପାଇଁ ପ୍ରସ୍ତୁତି ଜୋଦାର ଆରମ୍ଭ ହୋଇ ଗଲାଣି । ଏଥର ସିଲଭର ସିଟି ଚମକିବ । ସୁନା ଓ ଚାନ୍ଦି ମେଢ ଶ୍ରଦ୍ଧାଳୁଙ୍କ ମନମୋହିବ । ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର…

ଓଡ଼ିଶାରେ କିପରି ଓ କେବେଠାରୁ ଆରମ୍ଭ ହୁଏ ଦୁର୍ଗାପୂଜା; ନଅ ଦିନର କ’ଣ ରହିଛି ମହତ୍ୱ ?

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି…

ଏଥର ରାଜଧାନୀରେ ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା’ ଦୁର୍ଗା; ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି

ଦୀର୍ଘ ଦୁଇ ବର୍ଷ ପରେ ଏଥର ମହା ଆଡମ୍ବରରେ ଦର୍ଶନ ଦେବେ ଜଗତଜନନୀ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା ଦୁର୍ଗା । ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଥର ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିବ । ସୋମବାର ମେୟର ସୁଲୋଚନା ଦାସଙ୍କ…

ଏଥର ରାଜଧାନୀରେ ହେବ କଟକଣା ମୁକ୍ତ ଦୂର୍ଗା ପୂଜା

କୋଭିଡ ଯୋଗୁଁ ଗତ ୨ ବର୍ଷ ହେଲା ସମସ୍ତ ପୂଜାପର୍ବାଣ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ସମଗ୍ର ରାଜ୍ୟରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ମା' ଦୁର୍ଗତିନାସୀନି ଦୂର୍ଗା ପୂଜା।…

ଆସୁଛି ଦଶହରା; ବଦଳିବ ଏହି ୫ ଟି ରାଶିର ଭାଗ୍ୟ, ପଡିବ ମା’ ଲକ୍ଷ୍ମୀଙ୍କ କୃପା

ଦୀର୍ଘ ବର୍ଷ ର ଅପେକ୍ଷା ପରେ ଏହି ୫ଟି ରାଶି ର ଲୋକ ଙ୍କ ଉପରେ ଧନ ର ଦେବୀ ମାତା ଲକ୍ଷ୍ମୀ ଓ ମା ଦୁର୍ଗା ଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି । ଭାଗ୍ୟ ର ପୂର୍ଣ୍ଣ ସହଯୋଗ ପାଇବେ ଏବଂ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଦୁର୍ଗା ଙ୍କ ପୂଜା ପରେ ଏହି ୫ଟି ରାଶି ଙ୍କ ଉପରେ ମାତା ଲଷ୍ମୀ…