Browsing Tag

Due to these mistakes of parents

ପିତାମାତାଙ୍କର ଏହିସବୁ ଭୁଲ ପାଇଁ ପିଲାମାନଙ୍କଠାରେ ଦେଖାଯାଏ ଆତ୍ମବିଶ୍ୱାସରର ଅଭାବ

ପିଲା ମାନଙ୍କର ମନ ନିଷ୍ପାପ ଓ ନିଶ୍ଚଳ ଅଟେ ଏହା ଆମେ ସମସ୍ତେ ଜାଣିଛୁ l ବିଶେଷ ଭାବରେ ପ୍ରାୟତଃ ଅନେକ ପିଲା ଖୁବ ସେନସିଟିଭ ହୋଇ ଥାଆନ୍ତି , ଘରର ଶିକ୍ଷାଦିକ୍ଷା ପିଲାର ଭବିଷ୍ୟତ ନିର୍ଧାରଣ କରିଥାଏ l ଯଦି ଘରେ ସୁଖ ଓ ପରିବାରର ସହଯୋଗ ରହିଥାଏ ତେବେ ପିଲା ଖୁସି ରହିବା ଶିଖି ଯାଇଥାଏ l…