ଭୋଟ ଓ ଗଣତି ଦିନ ବନ୍ଦ ରହିବ ମଦ ଦୋକାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଚାୟତ ନିର୍ବାଚନ ପାଇଁ ମଦ ବିକ୍ରି ଉପରେ ରୋକ ଲଗାଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବରୁ ଜିଲ୍ଲାରେ ଥିବା ମଦ ଦୋକାନ ଗୁଡିକରେ ମଦ ବିକ୍ରି କରିପାରିବେ ନାହିଁ ।
ନିର୍ବାଚନ ବେଳେ ଯେପରି କୌଣସି ଆପତ୍ତିଜନକ ପରିସ୍ଥିତି ସୁଷ୍ଟି ନ ହୁଏ ସେଥି ପ୍ରତି ଦୁଷ୍ଟି…