୧୦ ଦିନ ପାଇଁ ସିଲ ହେଲା କରୋନା ରୋଗୀ ଯାଇଥିବା କ୍ଲିନିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବଡଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀ ଚିକିତ୍ସା ପାଇଁ ଯାଇଥିବା କ୍ଲିନିକ ୧୦ ଦିନ ପାଇଁ ସିଲ କରାଯାଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷପ ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ କରୋନା ରୋଗୀ…