Browsing Tag

Driving

କାର ଚଲାଇବା ବେଳେ ମାସ୍କ ପିନ୍ଧିବା ଜରୁରୀ କି ନାହିିଁ ଗାଇଡଲାଇନ ଜାରିକଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ରସରକାର। ତେବେ କାର ଚଳାଇବାବେଳେ ମାସ୍କ ପିନ୍ଧିବା ଜରୁରୀ କି ନାହିଁ ସେନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ…