ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଲେ ଡ୍ରାଇଭର, ସାଧାରଣ ଜନତାଙ୍କୁ କଲେ ଆକ୍ରମଣ, ପୋଲିସ ନୀରବଦ୍ରଷ୍ଟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ରାଜରାସ୍ତାରେ ଡ୍ରାଇଭର ମହାସଂଘ ୧୦ଦଫା ଦାବି ନେଇ ଖେଳାଇଲେ ଆତଙ୍କ । ରାଜଧାନୀବାସୀଙ୍କୁ କଲେ ନାକେଦମ । ଠେଙ୍ଗା ବାଡ଼ି ଧରି କଲେ ଆକ୍ରମଣ । ତ୍ରାହି ତ୍ରାହି ଡାକିଲେ ଜନତା । କମିଶନରେଟ ପୋଲିସ ସାଜିଲା ନିରବଦ୍ରଷ୍ଟା । ଆଜି ଭୋରରୁ ହଜାର ହଜାର ସଂଖ୍ୟାରେ…